ପୋଖରୀରୁ ବାଳକଙ୍କ ମୃତ ଦେହ ଉଦ୍ଧାର

ସାନଖେମୁଣ୍ଡି, ( ପଦ୍ମଲୋଚନ ପାଣିଗ୍ରାହୀ): ପୋଖରୀ ରୁ ବାଳକ ଙ୍କ ମୃତ ଦେହ ଉଦ୍ଧାର ଯୁବକ ଜଣଙ୍କ ହେଲେ ପାଟପୁର ଥାନା ଏସ ଗୋପାଳପୁର ଗ୍ରାମର ଅରୁଣ ସାହୁ (୧୯) l ଅରୁଣ ଆଜି ଭୋରୁ ପୋଖରୀକୁ ଗାଧେଇବା ପାଈଁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ପୋଖରୀ ରେ ମଧ୍ୟରେ ପଶି ଯାଇଥିଲେ କିନ୍ତୁ ବାହାରି ପାରିଲେ ନାହିଁ l ପୋଖରୀ ନିକଟରେ ଥିବା ଲୋକ ଦେଖି ଅରୁଣକୁ ଉଦ୍ଧାର କରି ଶେରଗଡ଼ ଡାକ୍ତର ଖାନା ରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ଅରୁଣକୁ ମୃତ ଘୋଷଣା କରିଥିଲେ ।ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଲ ରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡ଼ିକାଲ ପଠାଇଛି ଏ ନେଇ ଅପମୃତୁ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ