ଯାଜପୁର ପିଂଜିଓଥେରାପି ବିଭାଗ ସାଜିଚ୍ଥି ରୋଗୀଙ୍କ ପାଇଁ ବରଦାନ

ଯାଜପୁର, (ଓ୍ବାଇଏନ୍ଏସ୍):ଯାଜପୁର ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟକ୍ଷମ ହୋଇଚ୍ଥି ସମନ୍ୱିତ ଭୈାତିକ ଚିକିତ୍ସା ବିଭାଗ ବା ଇଣ୍ଟିଗ୍ରେଟେଡ ପିଂଜିଓଥେରାପି ୟୁନିଟ (ଆଇପିୟୁ) । ସମଗ୍ର ଭାରତ ବର୍ଷରେ କେବଳ ଓଡିଶାର ସମସ୍ତ ମୁଖ୍ୟ ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟରେ ପିଂଜିଓଥେରାପି ବିଭାଗ କାର୍ଯ୍ୟକାରୀ ହୋଇଚ୍ଥି । ବର୍ତ୍ତମାନର ସାମାଜିକ ପରିସ୍ଥିତିରେ ବହୁ ମାତ୍ରାରେ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସ୍ନାୟୁ ରୋଗ, ପକ୍ଷାଘାତ, ମେରୁଦଣ୍ଡରେ ସମସ୍ୟ ତଥା ପିଠି, କାନ୍ଧ, ଅଣ୍ଟା, ଆଣ୍ଠୁ ଆଦିରେ ଯନ୍ତ୍ରଣାର ଶିକାର ହେଊଚ୍ଥନ୍ତି । ପୂର୍ବରୁ ଏ ସବୁ ରୋଗର ନିଦାନ ନିମନ୍ତେ ଓ÷୍ୟଷଧ ସେବନକୁ ନିୟମିତ କରାଯାଊଥିଲା । ପଂଳରେ ଓ÷୍ୟଷଧ ସେବନ ଜନିତ ପାଶ୍ୱର୍ ପ୍ରତିକ୍ରିୟା ରୋଗୀଙ୍କ ପାଖରେ ସୃଷ୍ଟ ହେଊଥିଲା । କିନ୍ତୁ ଏବେ ଅଳ୍ପ ଓ÷୍ୟଷଧ ସେବନ ଭିତରେ ପିଂଜିଓଥେରାପି ଚିକିତ୍ସା ଦୀର୍ଘ ବର୍ଷ ତଳୁ ସ୍ନାୟୁ ରୋଗରେ ଆକ୍ରାନ୍ତ ରୋଗୀ ମାନଙ୍କ ନିମନ୍ତେ ସଞ୍ଜିବନୀ ପାଲଟିଚ୍ଥି ବୋଲି ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ଏହି ବିଭାଗ କାର୍ଯ୍ୟକାରୀ ହେବାପରେ ରୋଗୀ ସଂଖ୍ୟା ବହୁତ ମାତ୍ରାରେ ବଢିଚ୍ଥି । ଦୈନିକ ୫୦ ରୁ ଊର୍ଦ୍ଧ୍ୱ ରୋଗୀ ଏଠାରେ ଚିକିତ୍ସା ପାଉଚ୍ଥନ୍ତି । ପିଂଜିଓଥେରାପି ଚିକିତ୍ସା ଘରୋଇ କ୍ଷେତ୍ରରେ ବ୍ୟୟ ବହୁଳ ହୋଇଥିବାରୁ ଏହି ବିଭାଗ ରୋଗୀଙ୍କ ପାଇଁ ବରଦାନ ସାଜିଚ୍ଥି ବୋଲି କହିଚ୍ଥନ୍ତି ପିଂଜିଓଥେରାପିଷ୍ଟ ଦେବୀ ପ୍ରସାଦ ସାମଲ । ରୋଗୀ ଚିକିତ୍ସା ନିମନ୍ତେ ସ୍ୱତଃପ୍ରବୃତ୍ତ ଭାବେ ଟିକଟ କରି ସାକ୍ଷାତ କରିପାରିବେ । ଏହା ସହିତ ଚିକିତ୍ସାଳୟରେ ବିଭିନ୍ନ ବିଭାଗର ରୋଗୀ ମାନଙ୍କୁ ଆବଶ୍ୟକ ସ୍ଥଳେ ଏହି ସେବା ପ୍ରଦାନ କରାଯାଉଚ୍ଥି । ବିଭିନ୍ନ ବ୍ଳକରେ କୁଷ୍ଠ ରୋଗୀ ଚିହ୍ନଟ ପ୍ରକ୍ରିୟା ତଥା ସ୍ୱଭାବିକ ଦୁର୍ବଳତା ଜନିତ ସମସ୍ୟାର ପିଂଜିଓଥେରାପି ଚିକିତ୍ସାର ବ୍ୟବସ୍ଥା ରହିଚ୍ଥି । ଏହି ବିଭାଗରେ ଟ୍ରାକ୍‌ସନ୍‌, ସଟ୍‌ୱେଭ, ଡାୟାର୍ଥମିକ, ପାରାପିଂନ୍ ୱାକ୍ସ ବାଥ, ଥେରାପୁଟିକ ଅଲଟ୍ରାସାଉଣ୍ଡ ଆଦି ଯନ୍ତ୍ରାଂଶ ଉପଲବ୍ଧ ରହିଚ୍ଥି । ନିକଟ ଅତୀତରେ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଏହି ବିଭାଗର ଉନ୍ନତି ନିମନ୍ତେ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ଜିଲ୍ଳ୍‌ା ଖଣିଜ ପାଣ୍ଠିରୁ ପ୍ରଦାନ କରିଚ୍ଥନ୍ତି । ଯାହାକି ରାଜ୍ୟରେ ବର୍ତ୍ତମାନ ପାଇଁ ପ୍ରଥମେ ଏହି ବିଭାଗରେ ଟ୍ରାମ୍ପୋଲିନ୍‌, ଲେଜରଥେରାପି, ଟିଲିଟ୍‌ବେଡ, ଇନ୍‌ପ୍ରାଂରେଡ ଏହିପରି ଅତ୍ୟାଧୁନିକ ବହୁ ଯନ୍ତ୍ରାଂଶ ଉପଲବ୍ଧ ଅଚ୍ଥି । ଆଗାମୀ ସମୟରେ ସମସ୍ତଙ୍କ ସହଯୋଗରେ ପିଂଜିଓଥେରାପି ବିଭାଗ ରୋଗୀ ସେବାରେ ଅଧିକ ଉପାଦେୟ ସାବ୍ୟସ୍ତ ହେବ ବୋଲି ଜିଲ୍ଳ୍‌ା ପ୍ରଶାସନ ଆଶା ରଖିଚ୍ଥି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ