ନିଃସହାୟ ପରିବାରକୁ ସାହାଯ୍ୟ
ନିମାପଡ଼ା (ସନ୍ତୋଷ ଦାଶ) କୋଣାର୍କ ପରିବାର ତରଫରୁ ବଉଲାଙ୍ଗ ପଞ୍ଚାୟତ କୋରୁଆଳ ଗ୍ରାମ ର ନିଃସହାୟ ପରିବାର ଗୁଡ଼ିକୁ ସାହାଯ୍ୟ ପ୍ରଦାନ କରାଯାଇଛି।ଏହି ଗ୍ରାମ ରେ ଲଗୁଚାପ ବର୍ଷା ଯୋଗୁଁ ବହୁତ ପରିବାର ବାସହୀନ ହୋଇପଡ଼ିଛନ୍ତି l ଚାଷ ଜମି ରେ ପାଣି ପଶି ଚାଷ ବାସ ନଷ୍ଟ ହୋଇଥିବାବେଳେ ବହୁତ ଗରିବ ଲୋକ ଙ୍କ ଘର ଭାଙ୍ଗିଯାଇଛି। କୋଣାର୍କ ପରିବାର ର ଆବାହକ କାହ୍ନୁ ଚରଣ ପାତ୍ର, ସମ୍ପାଦକ ଅନିଲ ସ୍ୱାଇଁ, ସୁଭାଶିଷ ଦାସ, ରାଜେଶ ନାୟକ, ସାଇ ଆୟୁଷ ବେହେରା, ପ୍ରତାପ ଜେନା, ଵିଶାଲ ନାୟକ, ସାଗର ଜେନା, ରାଜେନ୍ଦ୍ର ମଲ୍ଲିକ୍, ସତ୍ୟଜିତ ସାହୁ ପ୍ରମୁଖ ଉକ୍ତ ଗ୍ରାମକୁଯାଇ ଗ୍ରାମର ବୈଶାଖୀ ସେଠି ଙ୍କ ସହାୟତା ରେ ନିଃସହାୟ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l


