ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ତ୍ରୀରଙ୍ଗା ଯାତ୍ରା

ହାଟଡିହି, (ବିକାଶ ବିଶ୍ୱାଳ ) : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତାପାର୍ଟି ପକ୍ଷରୁ ଶାଳଣିଆଁ ମଣ୍ଡଳର ଡଅଁର ପଞ୍ଚାୟତର ଶ୍ରୀରାମ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବା ପରେ ତ୍ରୀରଙ୍ଗା ପଦଯାତ୍ରାରେ ଯାଇ ପଞ୍ଚାୟତ ସନ୍ନିକଟରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ, ବିସ୍କୁଟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ଓବିସି ମୋର୍ଚ୍ଚା ସଭାପତି ମଧୁସୁଦନ ରାଉତ, ଜିଲ୍ଲା କୃଷକ କୋର୍ଚ୍ଚାର ସାଧାରଣ ସମ୍ପାଦକ ହରମୋହନ ଶାସିନି, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ସେଠୀ, ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି ଦୟାନିଧି ଜେନା, ମଣ୍ଡଳ ପ୍ରଭାରୀ ଦଶରଥ ଜେନା, ବରିଷ୍ଠ ନେତା ରମାକାନ୍ତ ନାୟକ, ଅଧର ବେହେରା, ଆଲୋକ ଦାସ, ପର୍ଶୁ ଜେନା, ମାନସ ବିଶ୍ୱାଳ, ଶଙ୍କର୍ଷଣ ବେହେରା, ଜ୍ଞାନେନ୍ଦ୍ର ଜେନା, ମଣିନାଥ ଜେନା, ସୁଶାନ୍ତ ବେହେରା, ସୁଶାନ୍ତ ବେହେରା, ରୁଦ୍ର ସାହୁ, ଅଜୟ ଜେନା, ସୁରିଆ ଦାସ, ପ୍ରଭଞ୍ଜନ ପରିଡା, ସୌଭାଗ୍ୟ ଖଣ୍ଡେଇ, ବିମଳ ଜେନା, ଦୁସ୍ମନ୍ତ ନାୟକ, ପ୍ରଭାତ ରାଉତ, ମନୋଜ ମାଝୀ, ଆଲୋକ ଜେନାଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ