ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ବାଘ ଛାଲ ଜବତ :ଜଣେ ଗିରଫ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ରେଞ୍ଜ ର ସିର୍ତ୍ତିଗୁଡା ଛକ ନିକଟରୁ ଏକ ବାଘ ଛାଲ ଜବତ। ବିକ୍ରି ପାଇଁ ଡିଲ ବେଳେ ବନ ବିଭାଗ ଓ ଏସ ଟି ଏଫ ଟିମ ର ମିଳିତ ଉଦ୍ୟମ ରେ ଚଢ଼ାଉ। ଜଣେ ବାଲିଗୁଡା ହାଟପଦା ସାହିର ବିଦ୍ୟାଧର ନାୟକ ଗିରଫ, ୮ଫୁଟ ର ବାଘ ଛଲ ଜବତ। ଏହି ବାଘ ଛଲ କେଉଁ ଜଙ୍ଗଲ ର ଓ ରାକେଟ ରେ କେଉଁ ମାନେ ସଂପୃକ୍ତ ସେ ସଂପର୍କ ରେ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଏସିଏଫ୍ଓ ଡ.ରୁଦ୍ର ପ୍ରସାଦ ରଥ କହିଛନ୍ତି। Byte- ଡ.ରୁଦ୍ର ପ୍ରାସାଦ ରଥ(ଏସିଏଫ୍ଓ, ବାଲିଗୁଡା)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ