ଯମଜ ବାଛୁରୀ ଜନ୍
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ଗ୍ରାମର ଗଂଗାଧର ପଢିଆରୀଙ୍କର ଏକ ଗାଈ ଏକାବେଳେ ଦୁଇଟି ସୁସ୍ଥ ବାଛୁରୀ ଜନ୍ମ ଦେଇଥିବା ଜଣାଯାଇଛି । ତନ୍ମଧ୍ୟରୁ ଗୋଟିଏ ମାଈ ଅନ୍ୟଟି ଅଣ୍ଡିରା ଅଟେ । ଗାଈଟିକୁ ଏନ.ଏ.ଆଇ.ପି-୧୧ରେ କୃତିମ ପ୍ରଜନନ କରାଯାଇଥିଲା । ବାଛୁରୀ ୨ଟିକୁ ଆଗରପଡା ପ୍ରାଣୀ ଚିକିତ୍ସକ ଡାକ୍ତର ଚିତ୍ତରଂଜନ ଦାଶ, ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ ପହଞ୍ôଚ ଚିକିତ୍ସା କରିଛନ୍ତି । ପୂର୍ବରୁ କୃତିମ ପ୍ରଜନନ ମାଧ୍ୟମରେ ଗୌରାଙ୍ଗ ବେହେରାଙ୍କର ୨ଟି ମାଈ ବାଛୁରୀ ଜନ୍ମ ହୋଇଥିଲେ ।


