ଅଟୋ ଡ୍ରାଈଉର୍ରସ ପୁଣପ୍ରଶିଖିଣ ସିବିର

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ଓଡିଶା ସରକାର ଏବଂ ଓଡିଶା କଲ୍ଲିଂ ଫଉନ୍ଡେସନ୍ର ମିଳିତ ପ୍ରଚେଷ୍ଟାରେ ଆୟୋଯିତ ‘ଅଟୋ ଡ୍ରାଈଉର୍ରସ ପୁଣପ୍ରଶିଖିଣ  ସିବିର’ ଭୁବନେଶ୍ବରସ୍ଥିତ ରୋଟାରୀ ଭବନ ରେ ଅନୁଷ୍ଠିତ ହୋଇ ଯାଇଅଛି । ବଢିଚାଲୁଥିବା ସଡକ ଦଃଘଟଣା କିମ୍ବା ଦୁଃଘଟଣା ଜନିତ ମ୍ୟୁତ୍ୟୁ ଖାଲି ସରକାରଂକ ପାଈ ନୁହେ,ସମସ୍ତ ଜନସାଧାରଂକ ପାଈ ମଧ୍ୟ ଚିଂତା ଏବଂ ପରିତାପର ବିଷୟ। ସମଗ୍ର ବିଶ୍ୟରେ ମଧ୍ୟ ଏହା ଏକ ମହାମାରି ର ରୁପ ନେଈସାରିଲାଣି। ଅନୁଧ୍ୟାନରୁ ଜଣାଯାଏ ଯେ, ୭୮% ଦୁଃଘଟଣା ସାଧାରଣତ ଡ୍ରାଈଭର ର ତ୍ରୁଟିରୁ ପରିଲ୍ଲଖିତ ହୋଈଥାଏ। ଡ୍ରାଈଭର ର ସର୍ମଥତା,ଶୌଳି,ବ୍ୟୂବହାର ଓ ସ୍ୟଭାବ ମଧ୍ୟ ଦୁଃଘଟଣା ପାଈ ଆଂଶିକ ଭାବରେ ଦାୟି ବୋଲି ସାଧାରଣରେ ମଧ୍ୟ ବିଶ୍ୟାସ ହୋଈଥାଏ। ଦୁଃଘଟଣାରେ ସଂପ୍ରୁକ୍ତ ଡ୍ରାଈଭର (ଅଟୋ ଚାଳକର) ପରିପାର୍ଶିକ ସିଃତି,ଆର୍ଥିକ ଚାପ,ପରିବାରର ଭରଣପୋଶଣ ଦାୟିତ୍ୟ, ଇଏମଆଇ ବୋଝୋ ଓ ପ୍ରବଳ ପ୍ରତିଯୋଗିତା ର ବସବତ୍ତି ହୋଈ ଅନେକ ସମୟରେ ଆସୁନ୍ତଲିତ ଭାରସାମ୍ୟର ସିକାର ମଧ୍ୟ ହୋଈଥାଆନ୍ତି। ‘ଅଟୋ ଡ୍ରାଈଭର୍ସ ପୁଣପ୍ରଶିଷ୍ୟଣ ସିବିର’ ଆପଣଂକୁ ଆତ୍ମ୍ମବିଶ୍ୟାସି, କୁଶଳି ଏବଂ ଆତ୍ମନ୍ନିର୍ଭର କରିବାରେ ଏକ ଛୋଟୋ ପ୍ରୟାସ୍ ମାତ୍ର। ସରକାରଂକର ଏହି ମିଲିତ ପ୍ରଚେଂଷ୍ଷାକୁ ସଫଳ କରିବା। ଆପଣଂକର ସମର୍ଥନ ରାଜ୍ୟରେ ଦୁଃଘଟଣା ଓ ଦୁଃଘଟଣା ଜନିତ ମ୍ମୁତ୍ୟୁକୁ ସଂର୍ପୁଣ ଭାବେ ନିବାରଣ କରିବାରେ ସର୍ମଥ ହୋଈପାରିବ ବୋଲି ଆମର ଦ୍ରୁଢ ଆଶା ଓ ବିଶ୍ୟାସ। ଏହି କାର‌୍ୟକ୍ରମରେ ସଂଜୟ ବିଶ୍ବାଳ, ଜଏଣ୍ଟ କମିଶନର, ମୁଖ୍ୟଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ସୁଭାରମ୍ଭ ଘୋଷଣା କରିଥିଲେ। ଦୈନିକ ବଢିଚାଲିଥିବା ଦୁର୍ଘଟଣା ଓ ଦୁର୍ଘଟଣାର ସମ୍ମୁଖୀନ ହୋଇ ବହୁ ସଂଖ୍ୟକ ଲୋକ ମୁତୁ ର ଶିକାର ହେଉଥିବା ଅତ୍ୟନ୍ତ ଉଦବେଗଜନକ ବୋଲି ମୁଖ୍ୟଅତିଥି ପ୍ରକାଶ କରିଥିଲେ। ଏହି କାର‌୍ୟ୍ୟକ୍ରମ ଓଡ଼ିଶା କଳିଂ ଫାଉଣ୍ଡେସନର ରାକେଶ କୁମାର ସିଂ  ଅଧ୍ୟକ୍ଷତା ଓ ଦେବୁ ନାୟକ ଦୄ।ରା ପରିଚାଳିତ ହୋଇଥିଲା । ଅତିଥିରୂପେ ପି.କେ. ମହାନ୍ତି, ଓ ବସନ୍ତ ମହାପାତ୍ର, ଏମ ଭି ଆଇ ଭୁବନେଶ୍ବର ୨,  ଭୁବନେଶ୍ବର ଆଟୋ ମହାସଂଘର ସାଧାରଣ ସମ୍ପାଦକ ପଦମନ ସାମଲ ଉପସ୍ଥିତ ହୋଇ ଟେନିଂ କର୍ମଶାଳାରେ ସାମିଲ କରାଯାଇ ଥିବା ଓଟୋ ଡୄ।ଈଭରସ୍ ମାନଙ୍କୁ ଉଦବୋଧନ ଦେଇଥିଲେ। ପଥମ ପଯ୍ୟଯରେ ଗୋଟିଏ ଶିବିରରେ ଦୈନିକ ୪୦ ଜଣ କରି ୧୦୦୦ ଡ୍ରାଇଭରଙ୍କୁ ତାଲିକାଭୁକ୍ତ କରିବାର ଲକ୍ଷ୍ୟ ହୋଇଛି। ଏହି କାର‌୍ୟ୍ୟକ୍ରମ ଆସନ୍ତା ୨୨.୧୧.୨୦୨୧ ରେ ସ୍ଥାନିୟ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହେଉଅଛି। ଆତିଥି ରୁପେ ଉପସ୍ଥିତ ହୋଇ କର୍ମଶାଳାରେ ଯୋଗଦେବା ପାଈ ଅନୁରୋଧ ଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ