କୃଷି ଅ।ଇନ ପ୍ରତ୍ୟାହାର ଘେ।ଷଣାକୁ ଚାଷୀ ସୁରକ୍ଷା ଅଭିଯାନର ସ୍ୱାଗତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରର ବିଜେପି ସରକାର ଏକ ତରଫା ଭାବେ ଗତ ୨୦୨୦ ନଭେମ୍ବର ୨୬ ତାରିଖରେ ଲେ।କସଭା ଓ ରାଜ୍ୟସଭାରେ ୩ କୃଷକ ବିରେ।ଧୀ କଳା ଅ।ଇନକୁ ପାରିତ କରିଥିଲେ । ଏହାର ପ୍ରତିବାଦ କରି ଏକ ବର୍ଷ ବ୍ୟାପି ଭାରତ ବର୍ଷର ହଜାର ହଜାର ଚାଷୀ ଶାନ୍ତିପୂର୍ଣ୍ଣ ଅ।ନ୍ଦେ।ଳନ ଜାରି ରଖିଥିଲେ । ଏହି ଅ।ନ୍ଦେ।ଳନରେ ସାମିଲ ହେ।ଇ ବର୍ଷକ ମଧ୍ୟରେ ୭ ଶହରୁ ଊର୍ଦ୍ଧ୍ୱ ଚାଷୀ ମୃତ୍ୟୁବରଣ କରିଛନ୍ତି । ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦୀଙ୍କ ନିଜର ଅହଂଭାବ ଏବଂ ଏକପାକ୍ଷିଅ । ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବ ନାହିଁ ବେ।ଲି ଦୃଢ଼ ଘେ।ଷଣା କରିଥିଲେ। କିନ୍ତୁ ଅ।ଜି ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଅ।ଗରେ ଅହଂକାର ମୁଣ୍ଡ ନୁଅ।ଁଇଲା ବେ।ଲି ଚାଷୀ ସୁରକ୍ଷା ଅଭିଯାନ ପକ୍ଷରୁ କୁହାଯିବା ସହ ଏହାକୁ ସ୍ୱାଗତ କରାଯାଇଛି । ଫଳରେ ଚାଷୀମାନଙ୍କ ବିଜୟ ଘଟିଛି । ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଅ।ବାହକ ରବି ରଥଙ୍କ ଅଧ୍ୟକ୍ଷତାରେ ନବୀନ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହେ।ଇ ଚାଷୀମାନଙ୍କ ବିଜୟକୁ ସ୍ୱାଗତ କରାଯିବା ସହ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଅ।ନ୍ଦେ।ଳନର ବିଜୟ ଘଟିଛି ବେ।ଲି ଅ।ବାହକ ରଥ ପ୍ରକାଶ କରିବା ସହ ଅ।ଗାମୀ ଲେ।କସଭା ଅଧିବେଶନରେ ଏହାକୁ ପ୍ରତ୍ୟାହାର କରନ୍ତୁ ବେ।ଲି ଦାବି କରିଥିଲେ । ଏହି ବୈହଠକରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ସୀମାଞ୍ଚଳ ନାହାକ, ସୁବାସ ଚନ୍ଦ୍ର ରାଉତ, ବୃନ୍ଦାବନ ବେହେରା, ପଦ୍‌୍ମଚରଣ ସାହୁ, ଧର୍ମ ପଢ଼ିହାରୀ, ବିଜୟ କୁମାର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗେ।ପାଳ କୃଷ୍ଣ ବିଷେ।ୟୀ, ଏମ୍‌.କ୍ରୀଷ୍ଣା ରେଡ଼ି, ରଘୁନାଥ ସାହୁ, ବଳରାମ ଜାନୀ, ମିହିର କୁମାର ରାଉତ, ଉଦୟ ନାଥ ପ୍ରଧାନ, ଗେ।ବିନ୍ଦ ପ୍ରଧାନ, ରମେଶ ପଲେଇ ପ୍ରମୁଖ ଯେ।ଗଦେଇ ପ୍ରଧାନମନ୍ତ୍ରୀ ଚାଷୀଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ଘଟଣା ସତ୍ୟତା ନୁହେଁ, ବରଂ ନିର୍ବାଚନ ହାରିବା ଭୟରେ ଏହି କଳା ଅ।ଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେ।ଇଛନ୍ତି ବେ।ଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ