ଭଦ୍ରକ ରାଜ୍ୟ ଦେଶୀ ମଦ ଜବତ, ଜଣେ ଗିରଫ 04/12/202104/12/2021 YWPSENU3 0 Comments ଜଣେ ଗିରଫ, ଦେଶୀ ମଦ ଜବତ ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ୨୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିରେ ସଂପୃକ୍ତ ପ୍ରତାପ ଶେଖର ଜେନାଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଏନେଇ ଥାନାରେ ୧୯୫/୨୧ରେ ମାମଲା ରୁଜ୍ଜୁ ହୋଇଛି । Spread the love