ସାମ୍ବାଦିକ ମା’ ଙ୍କ ଦେହାନ୍ତ

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ମିଡିଆ ହାଉସର ଉପସଭାପତି ତଥା ସାମ୍ବାଦିକ ସୁରଜିତ ବେହରାଙ୍କ ମାଆ ପୁନୀ ବେହେରାଙ୍କ (୮୭)ବର୍ଷରେଦେହାନ୍ତ ଘଟିଛି । ସେ ଜଣେ ମେଳାପୀ, ଧର୍ମପରାୟଣ, ମିଷ୍ଟାଭାସି ମହିଳା ଭାବେ ଜଣାଶୁଣା । ଏହି ଖବର ପ୍ରଚାରିତ ହେବା ମାତ୍ର ରମ୍ଭା ସହର ସ୍ଥିତ ଲକ୍ଷ୍ମୀପୁର ବାସଭବନରେ ଶେଷ ଦର୍ଶନ ପାଇଁ ସାମ୍ବାଦିକ, ଓ ବିଭିନ୍ନ ବର୍ଗର ଲୋକଙ୍କ ଭିଡ଼ ଜମିଥିଲା । ପରେ ରମ୍ଭା କୋଳି ମଶାଣିରେ ଶବ ସତ୍କାର କରାଯାଇଥିଲା । ସ୍ୱର୍ଗତ ପୁନୀଙ୍କ ପାଖରେ ପୁଅ ସାମ୍ବାଦିକ ସୁଜିତଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ