କଂଗ୍ରେସର ପ୍ରଚାର
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ୧୪ନମ୍ବର. ଜୋନ୍ ର ରାଜପୁର ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସସ୍ମିତା ମହାରଣା ଙ୍କ ପାଇଁ ଆଜି ରାଜପୁର ପଞ୍ଚାୟତ ରେ ବ୍ଲକ କଂଗ୍ରେସ ସଭାପତି ଏନ.ଗଣେଶ ରେଡ୍ଡୀଙ୍କ ନେତୃତ୍ୱରେ ପ୍ରଚାର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜମ୍ ନଗର ସଭାପତି ବୁଲୁ ରେଡ୍ଡୀ, ଯୁବ ନେତା ଏନ୍. କୁନା ରେଡ୍ଡୀ, ଗଞ୍ଜମ୍ ଜିଲ୍ଲା ଛାତ୍ର କଂଗ୍ରେସ ସମ୍ପାଦକ ଚକ୍ରପାଣି ପୋଲାଇ ପ୍ରମୁଖ ସାମିଲ ହୋଇଥିଲେ I


