ରାଜପୁର ଗ୍ରାମରେ ମାଗଣା ହୋମିଓ ସ୍ୱାସ୍ଥ୍ୟ ସେବା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ବ୍ଳକର ରାଜପୁର ଗ୍ରାମର ଗୌଡ ସାହି କୋଠଘର ଠାରେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଏକ ମାଗଣା ହୋମିଓ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ । ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଶ୍ରୀରାମ ହୋମିଓ ହଲ ସହଯୋଗରେ ଆୟୋଜିତ ଏହି ଶିବିରରେ ଡାକ୍ତର ସୂର୍ଯ୍ୟମଣି ଗୌଡ ଉପସ୍ଥିତ ରହି ଶତାଧିକ ରୋଗୀଙ୍କୁ ଦେଖିବା ସହ ଔଷଧ ବିତରଣ କରିଥିଲେ । ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ ରେଖା ମହାନ୍ତି, ପୂର୍ବତନ ସଭାପତି ନିରଞ୍ଜନ ପାତ୍ର ଓ ସମାଜସେବୀ କେ ହୃଷିକେଶ ରେଡ୍ଡୀ ଶିବିରର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ