ନାଇଜର ଛାତରୁ ଡେଇଁ ଛାତ୍ରୀ ଙ୍କ ଆତ୍ମହତ୍ୟା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଆଜି ନାଇଜର(NISER)କଲେଜ ର ୩ ଉପରୁ ତଳକୁ ଡେଇଁ ପଡି ପୂଜା ଜେଠବାନି ନାମ୍ନୀ ପଦାର୍ଥ ବିଜ୍ଞାନ ର ଜୈନକା ପଞ୍ଚମ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ଆତ୍ମହତ୍ୟା ର କାରଣ ଜଣା ପଡିନଥିବା ବେଳେ ଜଟଣୀ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପ୍ରାଥମିକ ତଦନ୍ତ ଆରମ୍ବ କରିଛି । ମୃତା ଛାତ୍ରୀଙ୍କ ଘର ଛତିଶଗଡ଼ ହୋଇଥିବା ବେଳେ ପୋଲିସ ତାଙ୍କ ପରିବାରକୁ ଏ ସମ୍ପର୍କରେ ସୂଚନା ଦେଇଛି ।


