ବିଜେଡି ଦଖଲରେ ବ୍ରହ୍ମପୁର ପୌରନିଗମର ୪୨ରୁ ୩୦କର୍ପୋରେଟର ବିଜେଡିରୁ,  ୭ବିଜେପି, ୧କଙ୍ଗ୍ରେସ ଓ ୪ସ୍ୱାଧୀନ ପ୍ରାଥୀ ବିଜୟ

ବ୍ରହ୍ମପୁର, (ବନିତା କୁମାରୀ ପ୍ରଧାନ) : ଚଳିତ ବର୍ଷ ୨୦୨୨ରେ ଅନୁଷ୍ଠିତ ପୌର ନିର୍ବାରଚନାରେ ବିଜେଡିଦଳକୁ ବହୁ ସଫଳତା ମିଳିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମକୁ ନିଜ ହାତରେ ରଖିବାକୁ ସଫଳ ହୋଇଛି ବିଜେଡି । ମହାନଗର ନିଗମ ଅନ୍ତର୍ଗତ ୪୧ଗୋଟି ୱାର୍ଡ ମଧ୍ୟରୁ ପୂର୍ବରୁ ୧୫,୩୨ ଓ ୩୫ ନମ୍ବର ୱାର୍ଡକୁ ବିଜେଡିର ପ୍ରାଥୀମାନେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାରଚନା ହୋଇଥିବା ବେଳେ ଅନ୍ୟ ୨୯ଟି ୱାର୍ଡରେ ନିର୍ବାରଚନା ହୋଇଥିଲା, ସେଥିମଧ୍ୟରୁ ସ୍ୱାଧୀନ ଭାବେ ପ୍ରତିଦ୍ବନ୍ଦୀ କରି ୪ୱାର୍ଡରୁ ସନ୍ଧ୍ୟାରାଣୀ ଶୁକ୍ଳ, ୨୪ୱାର୍ଡରୁ ପ୍ରଶାନ୍ତ ପଟନାୟକ, ୨୫ ନରସିଂହ ସେଠି ଓ ୨୬ ନମ୍ବର ୱାର୍ଡରୁ ଧିରସ ସାବତ ନିର୍ବାଚିତ ହୋଇଥିବା ବେଲେ ବିଜେପି ପକ୍ଷରୁ ୩ରୁ ସବିତା ସାହୁ, ୨୦ରୁ ରଂଜିତା ବେହେରା, ୨୧ରୁ ଡ଼ି କରୁଣା କର, ୨୨ରୁ ବୁଟୁ ଶତପଥୀ, ୨୭ରୁ ନୀଳକଣ୍ଠ ସାହୁ, ୩୭ରୁ ବନିତା ସାହୁ, ଓ ୩୯ରେ ବଜିପିର ସାବିତ୍ରୀ ନାୟକଙ୍କୁ ମିଶାଇ ଅନ୍ୟ ସବୁପ୍ରାଥୀମାନେ ନିର୍ଵିଚିତ ହୋଇଥିବାବେଳେ କେବଳ ସାନ୍ତ୍ୱନା ମୂଳକ ଭାବେ ୧୬ନାମ୍ବର ୱାର୍ଡରୁ କଂଗ୍ରେସରୁ ରଶ୍ମିତା ପ୍ରଧାନ ବିଜୟ ହୋଇଛନ୍ତି, ସେହିପରି ବିଜେଡି ପକ୍ଷରୁ ୧ରୁ ଏମ ମିନାକ୍ଷୀ, ୨ରୁ ଆପ୍ପା ରାଓ, ୫ରୁ ପଦ୍ମିନୀ ମିଶ୍ର, ୬ରୁ ଶ୍ୱେତରେଖା ତ୍ରିପାଠୀ, ୭ରୁ ଟି.କିଶୋର, ୮ରୁ ଜାମୁଲା ଶ୍ରୀନୁ, ୯ରୁ ସନ୍ତୋଷ ସେଠି, ୧୦ରୁ ବିଷ୍ଣୁ ପ୍ରିୟା ସାହୁ, ୧୧ରୁ ଚିତ୍ରସେନ ମହାପାତ୍ର, ୧୨ରୁ ସୂଯ୍ୟକାନ୍ତ ସୁବୁଦ୍ଧି, ୧୩ରୁ ବବି ନାୟକ, ୧୪ରୁ ବିଜେଡ଼ି ଗୀତାରାଣୀ ପଣ୍ଡା, ୧୭ ଦୁର୍ଗା କୁମାର ଲାୟକ,୧୮ରୁ ବିଜେଡ଼ି ଅଶ୍ୱିନୀ ପଟ୍ଟନାୟକ ବିଜୟୀ, ୧୯ରୁ କାଦମ୍ବାନୀ ଦାସ, ୨୩ରୁ ଆରତୀ ତନ୍ତି, ୨୮ରୁ ପାର୍ବତୀ ପ୍ରଧାନ, ୨୯ରୁ ସଞ୍ଜିତ ପାଣିଗ୍ରାହୀ, ୩୦ରୁ ମମତା ପାତ୍ର, ୩୧ରୁ ସୁନିତା ପଟ୍ଟନାୟକ, ୩୩ରୁ ପୁଷ୍ପାବତୀ ରାଓ, ୩୪ରୁ ତ୍ରିପତି ପାତ୍ର, ୩୬ରୁ ସୋନାଲି ଗନ୍ତାୟତ, ୩୮ରୁ ସ୍ୱର୍ଣ୍ଣଲତା ସାବତ, ୪୦ରୁ ଭାଗିରଥି ମହାରଣା ୪୧ରୁ ମଳୟ ବିଷୋୟୀ ଓ ୪୨ନମ୍ବରରୁ ବିଜେଡ଼ିର ଇ. ବିବେକ ରେଡି ନିର୍ଵିଚିତ ହୋଇଛନ୍ତି, ସେହିପରି ମେୟର ପ୍ରଥିନି ଶ୍ରୀମତୀ ସଂଘମିତ୍ରା ଦଳାଇ ତାଙ୍କ ପ୍ରତିଦ୍ବନ୍ଦୀ ବିଜେପିର ଡ଼. ସରିତା ସୁଆର ପାଣିଗ୍ରାହୀଙ୍କଠାରୁ ୨୦୧୩୬ ଅଧିକ ଭୋଟ ପାଇଁ ନିର୍ବାଚିତ ହୋଇଛନ୍ତି, ବିଜେପି ପ୍ରଥିନି ସୁଆର ମୋଟ ୩୨୨୦୧ ଭୋଟ ପାଇଥିବାବେଳେ ବିଜେଡି ପ୍ରଥିନି ଶ୍ରୀମତୀ ଦଳାଇ ୪୩୯୧୬ ଭୋଟ ପାଇ ନିର୍ଵିଚିତ ହୋଇଥିବାବେଳେ କଂଗ୍ରେସ ପ୍ରଥିନି ମଞ୍ଜୁ ରଥ ମାତ୍ର ୫୧୭୭ ଭୋଟ ପାଇଛନ୍ତି, ଏଠାରେ ଉଲେଖାଯୋଗ୍ୟଯେ ବର୍ତମାନର ବିଜେଡି ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ୧୯୯୩ ରୁ ୧୯୯୭ ମସିହା ପ୍ରଜ୍ୟନ୍ତ କଂଗ୍ରେସରୁ ଅଧକ୍ଷ ରହିଥିବାବେଳେ ପରବର୍ତ୍ତି ସମୟରେ କଂଗ୍ରେସରୁ ପି. ଭିମୁଡୁ ୧୯୯୮ ଠାରୁ ୨୦୦୩ ମସିହା ପ୍ରଜ୍ୟନ୍ତ କଂଗ୍ରେସ ହାତରେ ପୌରନିଗମ ରହିଥିବାବେ ପରବର୍ତୀ ସମୟ ୨୦୦୩ ମସିହାରେ ପି. ଭିମୁଡୁ ବ୍ରହ୍ମପୁର ପୌରନିଗମର ଅଧକ୍ଷ ଭାବେ ନିର୍ଵିଚିତ ହୋଇଥିଲେ ସେତେବେଳ ଠାରୁ ବିଜେଡି ହାତରେ ବର୍ତମାନ ପ୍ରଜ୍ୟନ୍ତ ବିଜେଡି ଦଖଲରେ ରହିଛି ବ୍ରହ୍ମପୁର ପୌର ନିଗମ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ