‘RRR’ ଫିଲ୍ମ ଦେଖୁ ଥିଲେ : ଆରପାରିକୁ ଚାଲିଗଲା ଜୀବନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଏକ ଥିଏଟରରେ ଘଟିଛି ଏଭଳି ଅଘଟଣ। ଏଠାକାର ଏସ୍‌ଭିସି ସିନେମ୍ୟାକ୍ସ ଥିଏଟରରେ ସିନେମା ଦେଖୁଥିବାବେଳେ ଓବୁଲେସ୍ ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଛି ଯାଇଛି । ଫିଲ୍ମ ଦେଖୁଥିବା ବେଳେ ସେ ହୃଦଘାତର ଶିକାର ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ