ଚଇତ୍ର ମାସ ଉପଲକ୍ଷେ ମାଁ ବୁଡି ଠାକୁରାଣୀଙ୍କ ହାଣ୍ଡି ଯାତ୍ରା ଆୟଜନ

ଗଂଜାମ, (ଯୁଗାବ୍ଦ ନ୍ୟୁଜ) :ହରଡ଼ାଖଣ୍ଡି ରୋଡ ଶ୍ରମିକ ନଗର ରୋ ମା ଭଉଣୀ ମାନଙ୍କ ଦ୍ୱାରା ଚଇତ୍ର ମାସ ଉପଲକ୍ଷେ ମାଁ ବୁଡି ଠାକୁରାଣୀଙ୍କ ହାଣ୍ଡି ଯାତ୍ରା ଆୟଜନ କରିଛନ୍ତି । ଏହି ହାଣ୍ଡି ଯାତ୍ରାରେ ସାହିର ଯୁବ ଭାଇ ମାନେ ଯଥା :ସଭାପତି ନାରାୟଣ ଘଡେଇ, ସଂଗଠନ ସମ୍ପାଦକ: ଦିଲୀପ ନାୟକ ଏବଂ ତ୍ରିନାଥ ନାୟକ .ସନ୍ତୋଷ ନାୟକ, ଭରତ ନାୟକ, ତରୁଣ ନାୟକ, ବିଜିୟ ନାୟକ, ଜ୍ବଲା ନାୟକ, ବିକି ନାୟକ, ମାଧବ ନାୟକ, ହରି ନାୟକ, ସନ୍ତୋଷ ବିଷେଇ ସହଜଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ