ବିଶ୍ୱ କଲ୍ୟାଣ ନିମନ୍ତେ ୧୦୮ ହନୁମାନ ଚାଳିସା
(ଯୁଗାବ୍ଦ ନ୍ୟୁଜ )ବିଶ୍ୱ କଲ୍ୟାଣ ନିମନ୍ତେ ଆଜି ସକାଳ ସ୍ଥାନୀୟ କନିଷି ଠାରେ ଦିବ୍ୟଜୀବନ ସଂଘ କନିଷି ଶାଖା ଦ୍ୱାରା ସାଧନା ଦିବସ ଓ ୧୦୮ ହନୁମାନ ଚାଳିସା ଅନୁଷ୍ଠିତ ହୋଇଥିଲା । ପୂଜା ପରେ ପାଦପୂଜା ଅର୍ଚ୍ଚନା ,ବିଷ୍ଣୁ ସହସ୍ର ନାମ ପାଠ ମହାମନ୍ତ୍ର ଓ ଭଜନ କୀର୍ତ୍ତନ ପରେ ୧୦୮ ଆରତୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶହଦେବ ପାତ୍ର,ବିଶ୍ୱନାଥ ସାହୁ ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।


