ଦେଶ ବିଦେଶ ଆରପାରିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ 24/11/201924/11/2019 admin 0 Comments ଆରପାରିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୋପାଳ-ମଧ୍ୟପ୍ରେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କୌଳସ ଚନ୍ଦ୍ର ଯୋଶୀ ୯୦ ବର୍ଷ ବୟସରେ ମୃତ୍ୟ ବରଣ କରିଛନ୍ତି ।ସେ ମଧ୍ୟପ୍ରଦେଶର ନବମ ମୁଖ୍ୟମନ୍ତ୍ରୀ ଭାବେ ୧୯୭୭ ରୁ ୧୭୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇ ଥିଲେ । Spread the love