କାଶ୍ମୀର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗ୍ରେନେଡ୍ ମାଡ ୨ ଛାତ୍ର ଆହାତ

ଜାମ୍ମୁ-କାଶ୍ମୀରରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ଗେଟ୍ ବାହାରେ ଦୁର୍ବୁତ୍ତ ଗ୍ରେନେଡ୍ ମାଡ ହୋଇଛି । ଗ୍ରେନେଟ୍ ମାଡରେ ୨ ଜଣ ଛାତ୍ର ଆହାତ ହୋଇଛନ୍ତି । ଆହାତ ଛାତ୍ର ମାନେ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ସୁରକ୍ଷା କର୍ମୀ ଉକ୍ତ ଅଂଚଳକୁ ଘେରିରହି ସର୍ଚ୍ଚ ଅପରେସନ ଜାରୀ ରଖିଛନ୍ତି । ନଭେମ୍ବର ୪ ତାରିଖରେ ଶ୍ରୀନଗରରେ ଆତତାୟୀ ମାନେ ଗ୍ରେନେଡ୍ ମାଡ କରିଥିଲେ । ଏଥିରେ ୩୮ ଜଣ ଆହାତ ହୋଇଥିଲେ । ଅଂଚଳରେ ସୁରକ୍ଷା କର୍ମୀ ମାନଙ୍କର ଜିରୋ ଟଲେରେନ୍ସ କାରଣରୁ ଅଂଚଳରେ ହମଲା କିଛି ଦିନ ସ୍ଥିର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ