ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଚୟନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ର ନୂତନ ବିଜୁ ଛାତ୍ର ଜନତା ଦଳ ସଭାପତି ଚୟନ ଗତ ୧୩’ ତାରିଖ ଦିନ ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇ ଯାଇଛି। ବିଜୁ ଜନତା ଦଳ ର ନେତା ଓ ଆଗଧାଡିର କର୍ମକର୍ତ୍ତା’ଙ୍କ ଉପସ୍ଥିତିରେ ସର୍ବ ସମ୍ମତ୍ତି କ୍ରମେ ବଡପଳସା ପଞ୍ଚାୟତ ଓଲିଡିହି ଗ୍ରାମର ରସୁଦ ବିଷୋଇ’ଙ୍କୁ ବିଜୁ ଛାତ୍ର ଜନତା ଦଳର ବହଳଦା ବ୍ଲକ ସଭାପତି ଭାବେ ଚୟନ କରା ଯାଇଛି। ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଶ୍ରୀ ବିଷଇ ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଂପାଦକ ଦେବୀ ରଞ୍ଜନ ତ୍ରୀପାଠୀ ଓ ମୟୁରଭଞ୍ଜ ୨’ ଜିଲ୍ଲା ସଭାପତି ଅନିସ ମାନ୍ନା ତଥା ବିଜେଡି ନେତା ସଚିନ୍ଦ୍ର ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ