ଜିଲା ଖାଉଟି ସୁରକ୍ଷା ପରିଷଦର ସଭ୍ୟ ଆଇନଜୀବୀ ଦିଗାମ୍ବର ମିଶ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ସଦ୍ୟ ଗଠିତ ବାଲେଶ୍ୱର ଜିଲା ଖାଉଟି ସୁରକ୍ଷା ପରିଷଦ (ଡିସିପିସି) ‘ଡିଷ୍ଟ୍ରିକ୍ଟ କଞ୍ଜ୍ୟୁମର ପ୍ରୋଟେକ୍ସନ କାଉନସିଲ’ର ୧୦ ଜଣ ସଭ୍ୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଯୁବ ଆଇନଜୀବୀ ଦିଗାମ୍ବର ମିଶ୍ର । ଏହି ପରିଷଦରେ ତାଙ୍କୁ ସଦସ୍ୟ ଭାବେ ଅବସ୍ଥାପିତ କରିବାରେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଭୂମିକା ଥିବାରୁ ତାଙ୍କୁ ଶ୍ରୀ ମିଶ୍ର କୃତଜ୍ଞତା ଜଣାଇଛନ୍ତି । ଜଣେ ଲୋକପ୍ରିୟ ବିଧାୟକ ଭାବେ ଶ୍ରୀ ପାଣିଗ୍ରାହୀ ତାଙ୍କ ନାମ ସୁପାରିସ କରିବା ତାଙ୍କ ପାଇଁ ଉଲ୍ଲେଖନୀୟ ପ୍ରସଙ୍ଗ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ