ମଧ୍ୟାହ୍ନ ଭୋଜନ ରେ ସିଯୁନି ଅମୃତଭଣ୍ଡା ପିଲା ଫପାଡ଼ିଲେ
ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବହୁ ଟଙ୍କା ଖର୍ଚ୍ଚ କରିଥାନ୍ତି ସେଇପରି ପିଲା ଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ମଧ୍ଯ ମହିଳା ମଣ୍ଡଳ ଓ ଶିକ୍ଷକ ଦୁଆର ଭୋଲ ଖାଦ୍ୟ ରୋଷେଇ କରି ଦେବାକୁ ରହିଛି ହେଲେ ଖାଇବା ଏତେ ନିମ୍ନ ମାନର ରେ ପିଲା ପାଟି ରେ ନ ଦେଈ ତଳେ ଫପାଡୁଛନ୍ତି ଖାଦ୍ୟ ଗଜପତି ଜିଲ୍ଲା ମୋହନା ବ୍ଲକର ଧାଡ଼ିଆମ୍ବ ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ଶନିବାର ଦିନ ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ରେ ଭାତ, ଡାଲମା, ଅଣ୍ଡା ରହିଥିଲା ହେଲେ ପିଲା ଙ୍କୁ ଦିଆ ଯାଇଥିବା ଡାଲମା ରେ ଅମୃତଭଣ୍ଡା ଶିଯି ନଥିବା ରୁ ପିଲା ମାନେ ତଳେ ଫପାଡିଥିଲେ ପିଲା ଙ୍କୁ ପଚାରିବାରୁ କହିଥିଲେ ଅମୃତଭଣ୍ଡା ସିଯିନି ଆଉ ପାଟି କୁ ପିତା ଲାଗୁଛି ତେଣୁ ନ ଖାଇ ଫିଙ୍ଗିଥିଲେ ଏହି ବିଷୟ ରେ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କହିଛନ୍ତି ରୋଷେଇ କରିବାକୁ ବିଳମ୍ବ ହେବରୁ ଶିଯିନି ବଧେ ଡାଲମା