ଗଞ୍ଜାମରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଭାବ୍ୟ ସମ୍ବର୍ଦ୍ଧନା
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ଜୟଶ୍ରୀ ଛକ ଠାରେ ଆଜି ରାଜ୍ୟ ଷ୍ଟିଲ ଓ ମାଇନ୍ସ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଭାବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଜୟଶ୍ରୀ ୱାର୍କସ ୟୁନିୟ ତରଫରୁ ଶ୍ରମିକନେତା ଶଙ୍କର ଦାସ, ଜି. ସନ୍ତୋଷ ରେଡି, ଅଖିଳ ତରାଇ, ଶଙ୍କର ବାରିକ, ଏ. ତ୍ରିନାଥ, ସୁନୀଲ ନାୟକ, ପଙ୍କଜ ଗୌଡ଼, ଶ୍ରୀନିବାସ ରାଓ, ସୁନୀଲ ଦେବତା ପ୍ରମୂଖଙ୍କ ସମେତ ବହୁ କାର୍ଯ୍ୟକାର୍ତ୍ତ ଉପସ୍ଥିତ ଥିଲେ।


