ଅଗ୍ନିକାଣ୍ଡରେ ଛଣ ଗଦା ଜଳିଗଲା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ତହସିଲ ଅଧିନ ନିଳୋକ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ମୀଧର କବିଙ୍କର ଛଣ ଗଦା ଜଳିଯାଇଥିବା ଜଣାଯାଇଛି । ପୂବାହ୍ନ ସମୟରେ ହଠାତ୍ ଛଣ ଗଦାରେ ନିଆଁ ଲାଗି ଯାଇଥିବା ଦେଖି ଗ୍ରାମବାସୀ ମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ପ୍ରାୟ ୭ ହଜାର ଟଙ୍କାର କ୍ଷତି ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ