ମୋହନା ଅଞ୍ଚଳ ରେ କାଳବୈଶଖୀ ତାଣ୍ଡବ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରେ କିଛି ଦିନ ହେଲା ଗୁଳଗୁଳି ରୁ ମେଳିଚି ରାହା ଦିନ ରେ ଖରା ମଧ୍ୟାହ୍ନ ରେ କାଳବୈଶଖୀ ତାଣ୍ଡଲୀଳା ପବନ ସାଙ୍ଗକୁ ବର୍ଷା ଘଡଘଡି ଯାହା ଦ୍ୱାରା ଅନେକ ଘର ଭାଙ୍ଗିବା ଶହ ଗଛ ଗୁଡ଼ିକ ଉପୁଡ଼ି ପଡ଼ିଥିବା ଦେଖା ଦେଇଛି ରବିବାର ଦିନ ମଧ୍ୟାହ୍ନ ରେ ଚାନ୍ଦିପୁଟ ନିକଟରେ ବିରାଟ କାୟା ଆମ୍ବ ଗଛ ପଡ଼ି ଜାତୀୟ ରାଜପଥ 326ମୋହନା ପାରଳାଖେମୁଣ୍ଡି କୁ ପ୍ରାୟ ଦୁଇ ଘଣ୍ଟା ରାସ୍ତା ଅବରୋଧ ହେଇଥିଲା ଦୁଇ ପାଶ୍ୱର୍ରେ ଅନେକ ଯାନବାହାନ ଅଟକି ରହିଥିଲା ପରେ ସାନଖେମୁଣ୍ଡି ଅଗ୍ନିସମ୍ ବିଭାଗ ପହଞ୍ଚି ଗଛ କାଟି ରାସ୍ତା ରୁ ହଟାଇଥିଲେ ପରେ ଯାତାୟାତ ସବାଭିକ ହେଇଥିଲା ସେଇ ପରୀ ମୋହନା ବ୍ଲକ ରାସ୍ତା ରେ ଗଛ ପଡ଼ି ରାସ୍ତା ଅବରୋଧ ହେଇଥିଲା ମାଳସପଦର ଗ୍ରାମ ନିକଟ ରୁ ତେନ୍ତୁଳି ଗଛ ପଡ଼ି ରାସ୍ତା ଅବରୋଧ ହେଇଥିଲା କିଛି ଘଣ୍ଟା ପରେ ମୋହନା ଅଗ୍ନିସମ୍ ବିଭାଗ ଟିମ ପହଞ୍ଚି ରାସ୍ତା ରୁ ଗଛ କାଟି ହଟାଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ