ତପସ୍ୱିନୀ ଟ୍ରେନ ଅଗ୍ନିକାଣ୍ଡ ଘଟଣାରେ ୧ ଗିରଫ
ଜିଆରପି ପୋଲିସକୁ ମିଳିଛି ବଢ ସଫଳତା । ଗତ ୨୨ ତାରିଖରେ ପୁରୀ ଷ୍ଟେସନରେ ଠିଆ ହୋଇଥିବା ପୁରୀ ହାଟିଆ ଏକ୍ସପ୍ରେସରେ ଅକସ୍ମାତ ନିଆଁ ଲାଗିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଅଟକ ରଥି ପଚାରାଉଚାରା କରୁଛି ।ଟ୍ରେନର ୨,୩,୪,୫ ନମ୍ବର ସ୍ଲିପରେ ନିଆଁ ଲାଗି ସଂପୂଣ୍ଣ ଜଳିଯାଇଥିଲା । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିଲେ । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି ।