ନୂତନ ବନବିଭାଗଅଧିକାରୀ ଙ୍କ ଦାଇତ୍ୱ ଗ୍ରହଣ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବନ ବିଭାଗ କାର୍ଯ୍ୟଳୟ ରେ କାର୍ଯ୍ୟରତ ଥିବା ବନ ବିଭାଗର ଅଧିକାରୀଣି କଳ୍ପନା ନାୟକ ଙ୍କ ପଦନିତ୍ ହେଇ କନ୍ଧମାଳ ଜିଲ୍ଲା କୁ ବଦଳି ହେଇଛନ୍ତି ତାଙ୍କ ସ୍ଥାନ ରେ ନୂତନ ବନ ବିଭାଗ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ଲକ୍ଷ୍ମୀ ବିଷୋଇ ସେ ପୂର୍ବରୁ ନବରଙ୍ଗପୁର ରେ ଥିଲେ ଦାୟିତ୍ଵ ନେବା ପରେ ବିଭିନ୍ନ ସ୍ଥାନ ରେ ହେଉଥିବା ଚାରା ରୋପଣ ସ୍ଥାନ ପରିଦର୍ଶନ କରିଥିଲେ ଏହି ସମୟରେ ବନପାଳ ଦେବାଶିଷ ଶତପଥୀ ବିନୋଦିନୀ ନାୟକ ବର୍ଷା ପଟନାୟକ ଗଙ୍ଗାଧର ଭୂଇଁଆଁ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ


