ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ନିକଟସ୍ଥ ଗାନ୍ଧିଛକ ରେ ଘର କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ଙ୍କମୃତ୍ୟୁ ଘଟିଥିବା ଜଣାପଡ଼ିଛି ।ମୃତ ଶ୍ରମିକଜଣକ ହେଲେ ପାଟପୁର ବସଷ୍ଟାଣ୍ଡ ସାହି ର କାଳୀଚରଣ ବାଡତ୍ୟା (୩୨) ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ ପାଟପୁର ଗାନ୍ଧୀଛକ ରେ ଥିବା ଶଙ୍କର୍ଷଣ ଖୁଣ୍ଟିଆ ଙ୍କ ଘର କାମରେ କାଳୀଚରଣ ଶ୍ରମିକ ଭାବେ କାମକରୁଥିଲେ ସଂଧ୍ୟା ସମୟରେ ଲୁହାରଡ ମେସିନ୍ ଦ୍ଵାରା କାଟୁଥିବା ବେଳେ ବିଦ୍ୟୁତ ସ୍ଵଂସର୍ଶ ରେ ଆସି ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ବେଳେ ଘର ମାଲିକ ଦେଖି ଅଟୋ ରିକ୍ସା ଯୋଗେ ଆଡପଡା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ଉପସ୍ଥିତ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ ଖବର ପାଇ ମେଡିକାଲ ରେ ପହଞ୍ଚି ମୃତ ଦେହ ଜବତ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ