ବାଲେଶ୍ବର, (ସରୋଜ ପଣ୍ଡା):ଏହି ବସ ପ୍ରତ୍ଯେକ ଦିନ ସକାଳ ୬ରୁ ୧୦ଟା ପର୍ଯ୍ଯନ୍ତ ଏବଂ ୪:୩୦ ରୁ ୮:୩୦ ପର୍ଯ୍ଯନ୍ତ ସହରରେ ଯାତ୍ରୀ ପରିବହନ ପାଇଁ ଚଳାଚଳ କରିବ। ଆଇ.ଟି.ଆଇ. ଛକରୁ ବାହାରି ନୂତନ ବ୍ରିଜ୍ , ସୂରଜ ହୋଟେଲ, ବସ୍ ଷ୍ଟାଣ୍ଡ୍, ଷ୍ଟେସନ ଛକ, ଏଡ଼ିଏମ୍ ଛକ, ଗଡଗଡ଼ିଆ ଛକ, ହେମକାପଦା ରୁ ତାମୁଳିଆ ବ୍ରିଜ୍ ହୋଇ ପୁନଶ୍ଚ ଆଇ.ଟି.ଆଇ ଛକରେ ରହିବ।