ମାନବ ସେବା ହିଁ ମାଧବ ସେବା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବମିଖାଲ ସ୍ଥିତ କେନାଲ ରୋଡ଼ ବସ୍ତି ଠାରେ ଉତ୍କଳ ବୁଲେଟିନ ଚାରି ଟେବଲ ଟ୍ରଷ୍ଟ ପକ୍ଷରୁ ଏକ ବସ୍ତ୍ର ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ସମାଜସେବୀ ନାରାୟଣ ଖୁଣ୍ଟିଆ, ପ୍ରିୟ ବ୍ରତ ବାରିକ ଉପସ୍ଥିତ ରହି ପ୍ରାୟ ୨୦ ଟି ପରିବାର କୁ ବସ୍ତ୍ର ବଣ୍ଟନ କରି ଥିଲେ, ସହଯୋଗ କରିଥିଲେ ବଳ ରାମ.


