କାନ୍ତାରି ଦଳେଇ ଗଞ୍ଜାମ ଏନଏସିର ବିଜେପି ସଭାପତି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ର ବିଜେପି ସଭାପତି ଭାବେ ତୃତୀୟଥର ପାଇଁ ହୋଇଛନ୍ତି କାନ୍ତାରି ଦଳେଇ । ଯାହାକୁ ନେଇ କର୍ମୀ ମାନଙ୍କ ମଧ୍ୟରେ ଉତ୍ସହ ଦେଖାଯାଇଛି। ନୂତନ ସଭାପତି ଦଳେଇ ଜଣେ ସୁସଂଘଠକ ଭାବେ ପରିଚିତ ଥିବା ବେଳେ , ତାଙ୍କୁ କର୍ମୀ, ନେତା ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି। ଦାଇତ୍ଵ ନେବା ପରେ ଦଳରୁ ଦୁରେଇ ଯାଇଥିବା ଓ ଅସନ୍ତୁଷ୍ଟ ଥିବା ବିଭିନ୍ନ ୱାଡ଼ର କର୍ମୀମାନଙ୍କୁ ସକ୍ରିୟ କରିବା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ