ବିଶ୍ୱସଂଖ୍ୟା ଲଘୁ ଦିବସ ଓ ପ୍ରି – ଖ୍ରୀଷ୍ଟିମାସ ପାଳିତ

ମୋହନା, (ଅଂଶୁମାନ ପଣ୍ଡା ) : ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ପଡିଆ ଠାରେ ବିଶ୍ୱସଂଖ୍ୟା ଲଘୁ ଦିବସ ପାଳିତ ହଇଯାଇଛି । ଏଥିରେ ମୁଖ୍ୟ ଅଥିତି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା , ମୁଖ୍ୟବକ୍ତା ଭାବେ ସଂଖ୍ୟା ଲଘୁର ଅଧ୍ୟକ୍ଷ ମୁନା ଖାନ.ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ସନମାନତ ଅତିଥି ବିଭିନ ସ୍ଥାନରୁ ଆସିଥିବା ଫାଦରେ.ଚାଳକ.ଯାଯକ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ସ୍ଥାନରୁ ଖ୍ରୀଷ୍ଟିଆନ ଭାଈ ଭଉଣି ମାନେ ବହୁ ସଂଖ୍ୟା ରେ ଯୋଗଦେଇଥିଲେ । ଏଇ କାର୍ଯ୍ୟକ୍ରମ ରେ କିଛି ଗୁରତ ଦାବି ପତ୍ର ପ୍ରଦାନ କରିଥିଲେ ସଂଖ୍ୟା ଲଘୁର ପରିଚାଳନା କମିଟିଏଇ ଅବସରରେ ପ୍ରି ଖ୍ରୀଷ୍ଟମାସ ଅବସରେ କେକ କଟି ପରସ୍ପର ମଧ୍ୟରେ ଖୁଆଇଥିଲେ ନାଚ ଗୀତ ସହ ମଜା ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ