ବ୍ରହ୍ମପୁର-(ଯୁଗାଦ୍ଦନ୍ୟୁଜ) ବୁଧବାର ସକାଳେ ସ୍ଥାନୀୟ ଦିବ୍ୟଜୀବନ ସଂଘ ଗୋସାଣିନୂଆ ଗାଁ ଶାଖାରେ ସୁନ୍ଦରାକାଣ୍ଡ ପାରୟଣ,ହନୁମାନ ଚାଳିଶା,ପାଦ ପୂଜା ବିର୍ଣ୍ଣୁ ସହସ୍ରନାମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର,ସନ୍ତୋଷ ରଥ, ଉମାଶଙ୍କର ଦାସ,ଶଙ୍କର ପାଢି,ହରି ବେହେରା,ଲଛମନ ଦେରା ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।