ଏଲଓସିରେ କୈାଣସି ମୁହୁର୍ତ୍ତରେ ପରିସ୍ଥିିତି ବିଗିଡିପାରେ..

ନୂଆଦିଲ୍ଳୀ,(ଯୁଗାବ୍ଦ ନ୍ୟୁଜ୍‌): ଭାରତର ନିୟନ୍ତ୍ରଣାରେଖା (ଏଲଓସି)ରେ ବାରମ୍ଭାର ପାକିସ୍ତାନ ପଟୁ ଗୁଳି ବର୍ଷଣ କରାଯାଉଛି । ଏହାକୁ ଭାରତୀୟ ସେନା କଡା ଯବାବ ଦେଉଥିଲେ ମଧ୍ୟ କୈାଣସି ପରିସ୍ଥିତିରେ ଏଲଓସିରେ ବଡ ଧର ଆକ୍ରମଣ ହୋଇପାରେ କିଛି କହିହେବ ନାହିଁ ତେଣୁ ଭାରତୀୟ ସେନାକୁ ପ୍ରତି ମୁହୁର୍ତ୍ତରେ ସଜାଗ ରହିବାକୁ ପଡିବ । ଏଲଓସିରେ ୩୬୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ପଟୁ ବାରମ୍ବାର ଗୁଳି ବର୍ଷଣ କରାଯାଉଛି । ତେଣୁ ଆମକୁ ପ୍ରତିି ମୁହୁର୍ତ୍ତରେ ସତର୍କ ରହିବାକୁ ପଡିବ ବୋଲି ବିପିନ ରାୱତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ