ଝାଡଖଣ୍ଡରେ ଶେଷ ପର୍ଯ୍ୟାୟ ମତଦାନ ଜାରୀ

ରାଞ୍ଚି , (ଯୁଗାବ୍ଦ ନ୍ୟୁଜ) : ଆରମ୍ଭ ହୋଇଯାଇଛି ଝାଡଖଣ୍ଡ ବିଧାନସଭାର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହି ପର୍ପ୍ୟାୟରେ ୧୬ଟି ବିଧାନସଭା ଆସନରେ ୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦ ଲକ୍ଷରୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନ, ୩ ମନ୍ତ୍ରୀ ରାଜ ପଲିଓ୍ବାର, ଲୋଇସ ମାରାଣ୍ଡି, ରଣଧୀର ସିଂ ପ୍ରମୁଖ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୁଚନାଯୋଗ୍ୟ , ଆସନ୍ତା ୨୩ରେ ଭୋଟଗଣତି କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ