ହାଟଡିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶୁଭଦ୍ରା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶୁଭଦ୍ରା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦୁଝରରୁ ଶୁଭଦ୍ରା ରଥ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ , ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତସିଂହାର , ବିଡିଓ ସୋମ୍ୟଶ୍ରୀ ପାଣିଗ୍ରାହୀ , ସି.ଡ଼ି.ପି.ଓ ଉମାମଣି ମହାପାତ୍ର , ସୁପର ଭାଇଜର କାଦମ୍ବିନୀ ଜେନା ,ନିରୁପମା ରାଉତ , ପ୍ରଭାସିନୀ ଜେନା , ଜ୍ୟେସ୍ନାମୟୀ ଜେନା , କନକଲତା ଦାସ , ଜିପିଓ ଶରତ କୁମାର ବେଜ , ପି.ଇ ଓ ଜିତେନ୍ଦ୍ର ଜେନା , ସୁରେଶ ସେଠୀ , ଅମୁଲ୍ୟ କୁମାର ପହି , ଉମାକାନ୍ତ ସା , ମହେଶ୍ୱର ସାହୁ , ରମେଶ ମାଝୀ , ମଧୁସ୍ମିତା ମହାନ୍ତି , ଭର୍ମିଳା ମୁର୍ମୁ , ବିପିଏ ପ୍ରତିଷ୍ଣା ସାହୁ , ବିଏଲସି ମିନାକ୍ଷୀ ମୋନାଲିସା ଜେନା , ସିଆରପି ,ଏମବିକେ , ଜିପିଲିଡ଼ର , ଅଙ୍ଗନବାତି କର୍ମୀ ଅବନୀ ବିଶ୍ଵାଳ , ପ୍ରୀତିଲତା ମୈକାପ , ରମାମଣି ଜେନା ବନ୍ଦନା ବେହେରା , ସୁଚିଷ୍ମିତା ବେହେରା , ଶଶିରେଖା ସା ବ୍ଲକ କର୍ମଚାରରୀ ଉପସ୍ଥିତ ରହି ଝୋଟିଚିତା ପକାଇବା ସହ ଶଙ୍ଖ ହୁଳହୁଳି ଦେଇ ବନ୍ଦାପନା କରି ରଥକୁ ସ୍ୱାଗତ କରିଥିଲେ । ଏହି ରଥ ବ୍ଳକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଶୁଭଦ୍ରା ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚ଼େତନ କରାଇବ ବୋଲି ବିଡ଼ିଓ ସୁଚ଼ନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ