ସମ୍ଭାବ୍ୟ ବାତ୍ୟାକୁ ନେଇ ଏନଏସି ଅଧକ୍ଷ ସୂର୍ଯ୍ୟନାରାୟଣଙ୍କ ପ୍ରସ୍ତୁତି

କୋଦଳା,(ବାପୁନି କୁମାର ମାଲୁ): ଆସନ୍ତା ୨୩ତାରିଖରେ ଆସିବାକୁ ଥିବା ସମ୍ଭାଵ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇ ଥିବା ବେଳେ ସମସ୍ତ ସରକାରୀ ଛୁଟିକୁ ମଧ୍ୟ୍ୟ ବାତିଲ କରାଯାଇଛି, ଯାହାକୁ ନେଇ ରବିବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରହିଥିବା ଅଗ୍ନିଶମ ବିଭଗ ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟଳୟକୁ ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ ଗ୍ରସ୍ତ କରି କିଭଳି ଭାବରେ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରଯାଇ ପାରିବ ସେଥିନେଇ ପ୍ରସ୍ତୁତ ରହିବା ସହ ପୂର୍ବ ପ୍ରସ୍ତୁତିକୁ ନେଇ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ