ବରଗଡ ଜିଲ୍ଲା କରଣ ସମାଜ ର ନୂତନ କର୍ମକର୍ତ୍ତା ଚୟନ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ଜିଲ୍ଲା କରଣ ସମାଜ ତଥା ଚିତ୍ରଗୁପ୍ତ କଲ୍ୟାଣ ସମିତି ପରିବାର ପକ୍ଷରୁ ସ୍ଥାନୀୟ ଶିବାନନ୍ଦ ଆଶ୍ରାମ ସମ୍ମିଳନୀ କକ୍ଷରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଅଛି l ଏଥିରେ ସଭାପତି ଭାବେ ଶ୍ରୀ ନେତ୍ରାନନ୍ଦ ବକ୍ସି, ଉପସଭାପତି ଶ୍ରୀମତୀ ଇନ୍ଦ୍ରାଣୀ ମହାନ୍ତି ଓ଼ ଶ୍ରୀ ଦେବଦତ୍ତ ଦାସ ସମ୍ପାଦକ ଭାବେ ଦେବେନ୍ଦ୍ର ରଞ୍ଜନ ସାହୁ ସହ ସମ୍ପାଦକ ଶ୍ରୀ ଦେବୀ ପଟ୍ଟନାୟକ କୋଷାଧକ୍ଷ ଶ୍ରୀ ମନୋଜ ମହାପାତ୍ର ଆଇନ ପରାମର୍ଶ ଦାତା ଶ୍ରୀ ଶିଶିର ପଟନାୟକ ତଥା କାର୍ଯ୍ୟକାରୀ ସଦଶ୍ୟ ଭାବେ ଶ୍ରୀ ବୀରମଣୀ ପଟ୍ଟନାୟକ,ସୁରସେନ ବହିଦାର,ହରିନାରାୟଣ ପଟ୍ଟନାୟକ, ବନବିହାରୀ ପଟ୍ଟନାୟକ,ଶଶିଭୂଷଣ ପଟ୍ଟନାୟକ,ଶଙ୍କର ପଟ୍ଟନାୟକ,ପ୍ରଦୀପ ମହାନ୍ତି, ଜ୍ଞାନ ପଟ୍ଟନାୟକ,ଅରକ୍ଷିତ ପଟ୍ଟନାୟକ, ପୁର୍ଣିମା ସାହୁ, ଉମା ଶଙ୍କର ପଟ୍ଟନାୟକ,ଆଜାଦ କୁମାର ସାହୁ, ରବିରତ୍ନ ସାହୁ,ବୀରେନ୍ଦ୍ର ଦାସ, ପ୍ରେମାନନ୍ଦ ପୃସେଠ ଇତ୍ୟାଦି ମନୋନୀତ ହୋଇଥିବା ସମ୍ପାଦକ ଶ୍ରୀ ସାହୁ ଜଣାଇଛନ୍ତି ! ଆଗାମୀ ଦିନରେ ଆମ ସମାଜର ତଥା ବରଗଡ଼ ର ଉନ୍ନତି ମୂଳକ କାର୍ଯ୍ୟ ରେ ସକ୍ରୀୟ ଅଂଶ ଗ୍ରହଣ କରିବ ବୋଲି କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଥିଲେ ! ଶେଷରେ ଶ୍ରୀ ଦେବଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ