ବିଜେପି ନେତା ଲାଲକୃର୍ଷ୍ ଆଡଭାନିଙ୍କ ବାର୍ତ୍ତା
ଭାରତର ଭାରତୀୟ ଜନତା ପାର୍ଟିର ବୟୋଜେଷ୍ଠ ତଥା ଲାଲକୃର୍ଷ୍ଣ ଆଡଭାନି ବିଗତ ବର୍ଷ ନିିର୍ବାଚନରେ ଲଢେଇ କରିନଥିବା ବେଳେ ତାଙ୍କର ପୂର୍ବ ଅନୁଭୁତି ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ବୟୋଜ୍ୟେଷ୍ଠ ଲାଲ କୃର୍ଷ୍ଣ ଆଡଭାନି ଦୀର୍ଘ ୭ ବର୍ଷର ରାଜନୈତିକ ଅନୁଭୁତି ବାଣ୍ଟୀିବାକୁ ଚେଷ୍ଟା କରିଛନ୍ତି । ପ୍ରଥମେ ଦେଶ ପଛକୁ ଦଳ ଶେଷରେ ସ୍ୱାର୍ଥ ବୋଲି ଦେଶ ବାସୀ ଓ ଦଳୀୟ କର୍ମୀ ନେତା ମାନଙ୍କୁ କହିଛନ୍ତି । ଏହା ସହ ସେ କହିଛନ୍ତି ୧୪ ବର୍ଷ ବୟସରେ ମୁଁ ରଷ୍ଟ୍ରିୟ ସ୍ୱଂୟ ସେବକ ସଂଘରେ ଯୋଗ ଦେଇଥିଲେ । ଏହା ପରେ ମୋ ରାଜନୈତିକ ଜୀବନର ୭୦ ବର୍ଷ ଧରି ଆମୋଦ ପ୍ରମୋଦ ସୁଦିର୍ଘ ଅନୁଭବି ଆଣିଦେଇଛି ।ଏହା ସହ ଗଣତନ୍ତ୍ର କୁ ସୁରକ୍ଷା ଓ ଗଣ ତାନ୍ତ୍ରିକ ପରପଂରାକୁ ବଞ୍ଚାଇରଖିବା ଆମ ଦଳର ଲକ୍ଷ୍ୟ ହୋଇଥିବା ବେଳେ ତାର ବତ୍ତମାନ ଅବକ୍ଷୟ ଘଟୁଥିବା କହିଛନ୍ତି ଆଡଭାନି । ଭାରତୀୟ ଜନତା ପାର୍ଟି ଦଳ ସଦାବେଳେ ଗଣତାନ୍ତ୍ରିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ଓ ଗୁରୁତ୍ୱ ଦେବାକୁ ବାଧ୍ୟ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ବିଜେପି ତାର କୈ÷ାଣସି ଦଳକୁ ବିରୋଧ କରେନାହିଁ ବା ଘୃଣା କରେ ନାହିଁ । ଭାରତୀୟ ଜନତା ପାର୍ଟିର କେହି ଶତ୍ରୁ ନାହାନ୍ତି କିନ୍ତୁ ବିଶାଳ ହୃଦୟ ରହିଛି ବୋଲଇ ଟୁଇଟଣ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।