ପ୍ରଦୀପ ଙ୍କ ନାଁ ରେ ମାମଲା ରୁଜୁ

ନବରଙ୍ଗପୁର – ଚର୍ଚ୍ଚାରେ କଂଗ୍ରେସର ପୂର୍ବତନ ସାଂସଦ ତଥା ଯୁବନେତା ପ୍ରଦୀପ ମାଝୀ ଗତକାଲି ନବରଙ୍ଗପୁରରେ ବନ୍ଦ ପାଳନ ବେଳେ ସେ ନିଆଁ ଲଗାଇବାକୁ ସମର୍ଥକକୁ ଆହ୍ୱାନ ଦେଇଥିଲେ । ଏପରିକି ଫୋନ୍ ଯୋଗେ ନିଆଁ ଲଗାଇବା ପାଇଁ କହୁଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲା । ନିଜ ସୁରକ୍ଷା ଓ ହକ୍ ପାଇଁ କଂଗ୍ରେସ ସୁବାସ ବୋଷଙ୍କ ନୀତି ଆପଣେଇବୁ ବୋଲି କହିଥିଲେ ପ୍ରଦୀପ ମାଝୀ ସୂଚନାଥାଉକି ଗତ ୧୪ ତାରିଖରେ ନାବାଳିକା ଗଣଦୁଷ୍କର୍ମ ହତ୍ୟା ଅଭିଯୋଗ ଘଟଣାରେ ଗତକାଲି କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିଲା । ଏହି ସମୟରେ ପ୍ରଦୀପ ମାଝୀ ବିବାଦୀୟ ବୟାନ ଦେଇଥିଲେ । ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ