ଖଣି ହାଇସ୍କୁଲ ବାର୍ଷିକ ଉତ୍ସବ
ମୋହନା (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ବ୍ଲକ ଖଣି ଏସ ଏସ ଡି ହାଇସ୍କୁଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଭଦର୍ଶିନୀ ବେହୁରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଶିକ୍ଷାବିତ ମଧୁସୂଦନ ପାଢ଼ୀ, ସମ୍ମାନିତ ଅତିଥି ମୋହନା ପିଏମଶ୍ରୀ ଏସଏସ ଡ଼ି ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର, ଅନ୍ତରବl ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମଲ୍ଲିକ, ମୋହନା ସାମ୍ବାଦିକ ସଂଘ ଉପ ସଭାପତି ଅଂଶୁମାନ ପଣ୍ଡା, ବରିଷ୍ଠ ସାମ୍ବାଦିକ ଲଖ୍ମଣ ଚୌଧୁରୀ. ଓକିଲ ସଂଘ ର ଉପସଭାପତି ସିମାଞ୍ଚଳ କାର୍ଜି


