ବ୍ଲକସ୍ତରୀୟ ଏସଆଇଆର ତାଲିମ କାର୍ଯ୍ୟକ୍ରମ

ଛାତ୍ରପୁର (ଓ୍ବାଇଏନଏସ):   ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁ ଙ୍କ ଅଧ୍ୟକ୍ଷତାରେ ଏସ ଆଇ ଆର ତାଲିମ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି  l ଦିବଂଗତ   ସୁପଭାଇଜର ରଘୁନାଥ ପ୍ରଧାନ ଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ଶୋକ ପ୍ରସ୍ତାବ ଆଗତକରିସାମୁହିକ ୨ମିନିଟ ନୀରବ ପ୍ରାର୍ଥନାହୋଇଥିଲା l  ଏବିଡିଓ ଶଶାଙ୍କ ଶେଖର ତରେଇଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଆୟୋଜିତ l   ଜିପି ଡିଓ ସୁଦୀପ୍ତ ପଟନାୟକ  ଉପସ୍ଥିତ ସମସ୍ତ ବିଏଲ ଓ ଓ  ସୁପରଭାଇଜର ମାନଙ୍କୁ ମାପିଂ  ହେବା, ମ୍ୟାପିଂ ହୋଇଥିବା ନାଁ ଗୁଡିକ କିଭଳି ମାର୍କ କରିବା ଓ   ଅନ ମ୍ୟାପିଂ ଗୁଡିକ କିଭଳି   ଫମ ଫିଲାପ ଜରିବା ସମ୍ବନ୍ଧରେ ଅତି ସୁନ୍ଦର ଭାବେ ବୁଝେଇଦେଲେ l ବିଏଲଓ ସୁପ୍ରଭାଇଜର କୈଳାଶ ଚନ୍ଦ୍ର ବେହେରା ସହଯୋଗ କରିଥିଲେ l ସୁପରଭାଇଜର ଜନାର୍ଦ୍ଦନ ଶତପଥୀ, ବିଷ୍ଣୁ ନାରାୟଣ ପଣ୍ଡା, ବିନୋଦ ଚନ୍ଦ୍ର ସେଠି, କେଦାରେଶ୍ୱର ରାଓ, ମନୋଜ କୁମାର ତ୍ରିପାଠୀ, ରାମଚନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି ତାଲିମ୍ କୁ ସଫଳ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ