ହସ୍ପିଟାଲରେ ଭର୍ତ୍ତିହେଲେ ମୁଲାୟମ

ନୂଆଦିଲ୍ଲୀ : ତଳିପେଟରେ ଯନ୍ତ୍ରଣା ହେବାରୁ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମଙ୍କୁ ରବିବାର ଦିନ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ ପରେ ମୁଲାୟମଙ୍କୁ ଡିସଚାର୍ଜ କରାଯାଇପାରେ ବୋଲି ଜଣାପଡିଛି । ଏହା ସହିତ ଅଧିକ ଚିକିତ୍ସା ପାଇଁ ମୁଲାୟମଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ