ଡିଜିଟାଲ ପ୍ରଶିକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

ବାଲେଶ୍ବର(ସରୋଜ ପଣ୍ଡା): ଆଜି ବାଲେଶ୍ୱର ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସେଠୀ (ଶାସ୍ତ୍ରୀ ) ଅଧକ୍ଷତା ଆୟୋଜିତ ଡିଜିଟାଲ ପ୍ରଶିକ୍ଷଣ ଅଭିଯାନ ତଥା ଅନୁସୂଚିତ ଜାତି ମୋର୍ଚ୍ଚା ର ପଦାଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ବାଇଧର ମଲ୍ଲିକ ଭାଇ, ସାଧାରଣ ସମ୍ପାଦକ ଆଲୋକ ସେଠୀ ଭାଇ, ରାଜ୍ୟ ଉପସଭାନେତ୍ରୀ ମଧୁସ୍ମିତା ବଳିଆରସିଂ ଭଉଣୀ , ସୋସିଆଲ ମିଡ଼ିଆ ସଂଯୋଜକ ଧର୍ମେନ୍ଦ୍ର ବେହେରା ଭାଇ, ବାଲେଶ୍ୱର ଜ଼ିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଭାଇ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ସମସ୍ତ କାର୍ଯ୍ୟକର୍ତା DLP ର ଜିଲ୍ଲା ସଂଯୋଜକ ପର୍ଶୁରାମ ପରିଡ଼ା ଭାଇ, ଜିଲ୍ଲା ସଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ ଭାଇ, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ନନା,ଜିଲ୍ଲା ସମ୍ପାଦକ ରାଜେଶ୍ ମହାପାତ୍ର ଭାଇ, ଜ଼ିଲ୍ଲା ମିଡ଼ିଆ କୋଡିନେଟର ଶ୍ରୀନିବାସ ପ୍ରଧାନ ଭାଇ , ଜ଼ିଲ୍ଲାର ସମସ୍ତ ପଦାଧିକାରୀ ଓ ମଣ୍ଡଳ ସଭାପତି ଙ୍କ ସହ ପ୍ରଶିକ୍ଷଣ ଶିବିରରେ ରେ ଯୋଗ ଦେଇଥିଲେ ଏଥି ସହ 5 ଟା ନିର୍ବାଚନ ମଣ୍ଡଳୀ ର 200 ରୁ ଅଧିକ କାର୍ଯ୍ୟକର୍ତା ଯୋଗ ଦେଇ ଆଗକୁ ଏହି ଡିଜିଟାଲ ପ୍ରଶିକ୍ଷଣ କୁ ପଂଚାୟତ ସ୍ତର ରେ ପହଂଚେଇବା ପାଇଁ ପ୍ରୟାସ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ