ଦାୟିତ୍ୱ ଗ୍ରହଣ କଲେ ବିପିନ ରାୱତ

ନୂଆଦିଲ୍ଲୀ – ନୂଆ ବର୍ଷରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ ଏହି ଅବସରରେ ବୁଧବାର ତାଙ୍କୁ ନୂଆଦିଲ୍ଲୀର ସାଉଥ୍ ବ୍ଲକରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଦାୟିତ୍ଵ ଗ୍ରହଣ ପରେ ସେ କହିଛନ୍ତି ଯେ, ଭାରତର ସୁରକ୍ଷା ପାଇଁ ନିୟୋଜିତ ଥିବା ସ୍ଥଳସେନା, ବାୟୁସେନା ଏବଂ ନୌସେନା ମିଳିତ ଭାବେ ଏକଜୁଟ ହୋଇ କ।ର୍ଯ୍ୟ କରିବେ । ଯବାନଙ୍କ ମଧ୍ୟରେ ଏକତା ଭାବକୁ ସୁଦୃଢ଼ କରାଯିବା ସହିତ ପାଣ୍ଠିର ସୁବିନିଯୋଗ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ