ବୈାଦ୍ଧରେ ନିର୍ବାଚନୀ ହିଂସା

ବୌଦ୍ଧ ର କଣ୍ଟାମାଳ ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଆଜି , କଣ୍ଟାମାଳ ବିଧାନସଭା ଆସନ ଅଧିନସ୍ଥ ଘିକୁଣ୍ଡି ପଂଚାୟତର ରତାଖଣ୍ଡି ଗାଁ ରେ ବିଜେଡି ବିଧାୟକ ମହିଧର ରଣା ପ୍ରଚାର କରୁଥିବାବେଳେ ତାଙ୍କ ଗାଡି ଉପରେ ଟେକାପଥର ମାଡ଼ହୋଇଥିବା ମନମୁଣ୍ଡା ଥାନାରେ -ଅଭିଯାଗ ହୋଇଛି । ଅନ୍ୟକୈାଣସି ଦଳ ଦଳର ସମର୍ଥକ ମାନେ ମହିଧର ରଣାଙ୍କୁ ବିରୋଧ କରି ପ୍ରଚାର ଗାଡି ଇପରକୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ