ବିଜେପିର ଶତାଧୀକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି

କୋଣାର୍କ.ପୁରୀ କାକଟପୁର ନିର୍ବାଚନୀ ମଣ୍ତଳୀ ପାଇଁ ତୁଷାରକାନ୍ତୀ ବେହେରାଙ୍କୁ ମିଳିଲା ବିଜେଡି ଟିକେଟ । ପ୍ରଥମେ ପୂର୍ବତନ ବୁଧାୟକ ସୁରେନ୍ଦ୍ର ସେଠୀଙ୍କୁ ବିଜେଡି ଟିକେଟ ମିଳିଥିଲା । ସେହିପରି ତୁଷାରଙ୍କୁ ମଧ୍ୟକୁ ମିଳିଲା ବିଜେପିରୁ ଟିକେଟ୍ ମିଳିଥିଲା । ତୁଷାର ବିଜେଡିରେ ସାମିଲ ହୋଇ ବିଜେପି ଟିକେଟ୍ ଫେରସ୍ତ କରିବା ସହ ବିଜେପିରୁ ଇସ୍ତାପ ଦେଇଥିଲ । ଏବେ ତୁଷାରକୁ ବିଜେଡି ଦଳୀୟ ଟିକେଟ୍ ମୁଳିବା ପରେ ସୁରେନ୍ଦ୍ରଙ୍କୁ ନିରାଶ ହେବାକୁ ପଡିଛି । ଦଳର ସୁପ୍ରିମୋନବୀନ ପଟନାୟକ ଟିକେଟ୍ ପରିବର୍ତନ କରି ।ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେବାପରେ ଆଜି ତୁଷାର ରାଙ୍କ ସମର୍ଥକଙ୍କ ସହ କାକଟପୁର ମଙ୍ଗଳା ମନ୍ଦିର ରେ ମାଙ୍କ ଆଶୀର୍ବାଦ ନେଇ ପୁରୀ ରେ ପ୍ରାର୍ଥିପତ୍ର ଦାଖଲକରୁଛନଂତି.ତୁଷାର ଟିକେଟ ପାଇବାବପରେ ତୁଷାରଙ୍କ ଗ୍ରାମର ଶତାଧୀକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ