ନବରଙ୍ଗପୁର ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ 07/01/2020 YWPSENU4 0 Comments ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ ନବରଙ୍ଗପୁର- ଭିଜିଲାନ୍ସ ଜାଲରେ ପୁଣି ସରକାରୀ ଅଧିକାରୀ ମଙ୍ଗଳବାର ରାଇଘର ବୋରଗାଁ ପ୍ରକଳ୍ପ ହାଇସ୍କୁଲର ପ୍ରଧାନଶିକ୍ଷକ ରଣଜିତ୍ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପ୍ରଧାନଶିକ୍ଷକଙ୍କ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ ପକ୍ଷରୁ ଏହି ଚଢାଉ ଯାରି ରହିଛି । Spread the love