ମାଓବାଦୀ ମାନେ ପୁଣି ଥରେ ଛତିଶଗଡରେ ମାଓ ହମଲା ଘଟାଇଛନ୍ତି । ଏହି ହମଲାରେ ଜଣେ ସିଆରପିଏଫ ଯବାନ ଆହାତ ହୋଇଛନ୍ତି ଆହାତ ଯବାନଙ୍କୁ ହେଲିକେପ୍ଟର ଯୋଗେ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ମାଓବାଦୀ ମାନେ ଛତିଶଗଡର ଗଡଚିରୋଲି ଜିଲ୍ଲାରେ ଆଇଡି ବିଷ୍ପୋରଣ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସରଜମିନ ତଦନ୍ତ କରିଛି ।