ଅଭିଯୋଗ ଆଣିଲେ ମନୋରଞ୍ଜନ ଦ୍ୟ।ନସ।ମନ୍ତର।
ବିଜେପି ପ୍ର।ର୍ଥୀ ମନୋରଞ୍ଜନ ଦ୍ୟ।ନସ।ମନ୍ତର।ଙ୍କୁ ମ।ଡ଼ ହୋଇଥିବ। ଅଭିଯୋଗ ହୋଇଛି। ଝ।ଟିଆପଦର ୪୨ ନମ୍ବର ବୁଥରେ ତ।ଙ୍କୁ ମ।ଡ଼ ମର।ଯ।ଇଛି ବୋଲି ଗୁରୁବ।ର ପ୍ରେସମିଟରେ ବିଜେପି ଉପ ସଭ।ପତି ସମୀର ମହ।ନ୍ତି ଅଭିଯୋଗ କରିଛନ୍ତି। ସେହିପରି ଚିକିଟି ନିର୍ବ।ଚନମଣ୍ଡଳୀର ଅନେକ ବୁଥରେ ର।ଗିଂ ହୋଇଛି। ଏଠ।ରେ ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ପୂର।ଇ ଦିଆଯ।ଇ ନଥିବ। ବେଳେ କୋର।ପୁଟ ୧୫୯ନଂ ବୁଥରେ ବିଜେପି ଏଜେଣ୍ଟକୁ ତ।ଲ। ପକ।ଇ ଦିଆଯ।ଇଥିଲ। ବୋଲି ସମୀର କହିଛନ୍ତି।


